1.

ଅ ପାସୋରା ସେ ପ୍ରେମକୁ

2.

ଅଛନ୍ତି ସର୍ବବ୍ୟାପୀ ମୋର ସଙ୍ଗରେ

3.

ଅଟେ କି ବହୁମୂଲ୍ୟ ସାଧୁ ମରଣ !

4.

ଅତୁଳ ସେହି ପ୍ରେମର ଝର

5.

ଅତୁଳନୀୟ ପ୍ରେମ ଯୀଶୁ ଦେଖାଇଲ କୁଶ ଉପରେ

6.

ଅନନ୍ତ ଆକାଶ ତଳେ, ଦୂରନ୍ତ ଏ ପୃଥିବୀରେ

7.

ଅନନ୍ତ ଈଶ୍ୱର ଯୀଶୁ ତାଙ୍କ ମହାନାମ ହେ

8.

ଅନନ୍ତ ଜୀବନ ଝରେ ଜୀବନ୍ତ

9.

ଅନନ୍ତ ଜୀବନ ପଥେ ମୋତେ ନେଇଯାଅ

10.

ଅନନ୍ତ ଜୀବନ ପାଇବାକୁ ଚାହେଁ

11.

ଅନନ୍ତ ଜୀବନ ମୁଁ ପାଇଛି

12.

ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ

13.

ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର

14.

ଅନାଦି ଅନନ୍ତ ହେ ପରମେଶ୍ବର

15.

ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ

16.

ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର

17.

ଅନିତ୍ୟ ଏହି ଜୀବନ ଅନିତ୍ୟ ଏହି

18.

ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାର

19.

ଅନୁତାପ ନୀର ନେଇ.. କାନ୍ଦେ ମୋ ଅନ୍ତର

20.

ଅନୁତାପର ନୀର ଝରାଇ ଢ଼ାଳୁଛି ମୋ ଅନ୍ତର

21.

ଅନ୍ତର ଖୋଲି … ଅନ୍ତର ଖୋଲି

22.

ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ

23.

ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି

24.

ଅନ୍ତର ପ୍ରଣତି ଜଣାଏଁ (ଘୋଷା)

25.

ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର

26.

ଅନ୍ତର ମୋର କହେ ଏଇ ଅନ୍ତର ମୋର କହେ

27.

ଅନ୍ତରୁ ମୋ ଝରେ ଅନୁତାପ ନୀର

28.

ଅନ୍ଧ ମୁଁ ଯେ ପଥ ଯାଏ ଭୁଲି

29.

ଅନ୍ଧକାର ଘେରା ଧରାରେ, ମୁକତି ଦୀପ ଜ୍ଵଳାଇବା

30.

ଅନ୍ଧକାର ଘେରା ମୋର ଏ ଜୀବନେ

31.

ଅନ୍ଧାର ଦିଅ ଦୂର କରି

32.

ଅଭିବାଦନର କବିତା ଝରେରେ

33.

ଅଭୂଲା ସେହି ଦୃଶ୍ୟ କାଲବରୀର

34.

ଅମର ଈଶ ସୁତରେ, ଅମର ଈଶ ସୁତ

35.

ଅରୂପ ରୂପ ଦୃଶ୍ୟ ହୋଇଲେ

36.

ଅର୍ପଣ କରୁଛି ମୁଁ ଦାନ ତୁମରି

37.

ଅଶାନ୍ତ ଜଗତେ, ପାପ ଦୁଃଖ ଶୋକେ

38.

ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ

39.

ଅସାର ଦୁନିଆ ତିରେ ଭାସୁଥୂଲା

40.

ଅସିମତା କେବେ କଳିନ ତୁମେ