Fullscreen view active. Tap screen to show options.
18px

ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ ananta jibana rahichi jishunka krusha

Singer: Traditional / Gospel

ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ
ଚାଲିଯିବା ସେ ପଛେ ଚାଲିବା (ଘୋଷା)
ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)
ସରିଯିବ ସେହି କ୍ରନ୍ଦନ ହେବା ମହୀୟାନ ( ୨ ଥର)
ଆସ ଯିବା ସାନ୍ବନା ଲଭିବା .. |୧|
ଝରୁଅଛି ମଧୁ ସଂଗୀତ ଚିରଶାନ୍ତି ପ୍ରାଣ ନେଇ ( ୨ ଥର)
ଚିର ଜ୍ୟୋତଃ ଭରା ସିୟୋନ ଅଛି ପଥ ଚାହିଁ ( ୨ ଥର)
ଚାଲ ଯିବା ସେ ଲକ୍ଷ୍ୟ ପାଇଁ … |୨|

0 comments on “ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ ananta jibana rahichi jishunka krusha”

  1. Junesh Bhuyan

    April 17, 2022 at 10:19 pm

    Reply

    good oppertunity is my life

    1. Get Christian Lyrics

      April 17, 2022 at 11:30 pm

      Reply

      AMEN

Leave a Reply

Your email address will not be published. Required fields are marked *