Fullscreen view active. Tap screen to show options.
18px

ଅଭୂଲା ସେହି ଦୃଶ୍ୟ କାଲବରୀର

Singer: Traditional / Gospel

ଅଭୂଲା ସେହି ଦୃଶ୍ୟ କାଲବରୀର
ଅଭୂଲା ସେହି ପ୍ରେମ ଯୀଶୁଙ୍କର (୨ଥର)
ବଳି ହେଲେ କୁଶ କାଠରେ ତ୍ରାଣକର୍ତା ନୀରବରେ (୨ଥର)
ତ୍ରାଣକର୍ତା ନୀରବରେ…
ପ୍ରହାରିତ ହେଲେ ଯୀଶୁ କୋରୋଡ଼ା ପ୍ରହାରେ
ଅପରାଧୀ ନ ହୋଇ ସେ, ଜୀବନ ଦେଲେ କୁଶରେ (୨ଥର)
ସହିଲେ ନୀରବରେ ତୋ ଉଦ୍ଧାର ପାଇଁରେ (୨ଥର)
ତୋ ଉଦ୍ଧାର ପାଇଁରେ…
ରକତ ବୁହାଇ ନିନ୍ଦା ସେ ସହି ପ୍ରେମରେ ଜୀବନ ଦେଲେ (୨ଥର)
ଧୋଇଦେଇ ଅପରାଧ ସେ ପରିତ୍ରାଣ ତୋତେ ଦେଲେ (୨ଥର)

Leave a Reply

Your email address will not be published. Required fields are marked *