Fullscreen view active. Tap screen to show options.
BACK
18px
ଅନ୍ଧକାର ଘେରା ମୋର ଏ ଜୀବନେ
Singer: Traditional / Gospel
ଅନ୍ଧକାର ଘେରା ମୋର ଏ ଜୀବନେ
ତୁମରି ଆଲୋକ କର ମୋତେ ଦାନ (୨ଥର)
ସେଇ ଆଲୋକରେ ପଥ ନ ହରାଇ (୨ଥର)
କରୁଥ୍ବି ସଦା ତୁମ ଗୁଣଗାନ {0}
କି ଦେବି ତୁମକୁ ହେ ଯୀଶୁ ରାଜନ
ନାହିଁ ମୋର ପାଶେ କିଛି ପ୍ରତି ଦାନ (୨ଥର)
ଶୂନ୍ୟ ହୃଦୟକୁ କର ପ୍ରଭୁ ପୂର୍ଣ୍ଣ
କରିବି ପ୍ରଶଂସା ଭଶ ନନ୍ଦନ (୨ଥର)
ଲୋଡ଼ା ନାହିଁ ମୋର ଧନ, ସନମାନ
ତୁମ ପାଦ ପୂଜିଯାଉ ଏ ଜୀବନ (୨ଥର)
ରଖୀଛ ଜଗତେ ମୋତେ ଯେତେ ଦିନ (୨ଥର)
ଶରଣ ନେବି ମୁଁ କୁଶ ଚରଣ
Uttaratadingi Uttaratadingi
April 16, 2024 at 10:29 am
Uttaratadingi Uttaratadingi
Rasmi Majhi
May 16, 2024 at 12:15 pm
Rasmi Majhi
Rasmi Majhi
May 16, 2024 at 12:16 pm
I love jesus