Fullscreen view active. Tap screen to show options.
18px

ଜୀବନେ ପ୍ରଭୁ ସାଥୀ ହୁଅ jibone probhu sathi huo

Singer: Traditional / Gospel

ଜୀବନେ ପ୍ରଭୁ ସାଥୀ ହୁଅ,
ଚଲାପଥେ ପ୍ରଦୀପ ହୁଅ b||
ଯାଏ ଯଦି କେବେ ଦୂରେ ତୁମଠୁ
ଭରିଯାଏ ଲୁହ ତୁମ ଆଖିରେ
ପ୍ରେମ ଡୋରେ ତୁମ୍ଭେ ବାନ୍ଧି ରଖ
ଚଲାପଥେ ପ୍ରଦୀପ ହୁଅ
କରୁଛି ଶପଥ ଦେବିନି ଦୁଃଖ
ଜୀବନର ମୋ’ ଶେଷ ଯାଏ
ପ୍ରେମେ ନିଅ ମୋତେ ତୁମରି କୋଳେ
ଜୀବନର ଅନ୍ତିମ କାଳେ
ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *