Fullscreen view active. Tap screen to show options.
BACK
18px
। ୨
Singer: Traditional / Gospel
ଝୁଲିଲ ମୋ ପାଇଁ କ୍ରୁଶରେ
ଆହେ ମୋର ଯୀଶୁ ସୁନ୍ଦର
ଝରିଗଲା ଝର ଝର
କେତେ ତପତ ରୁଧିର । ୦ ।
ରକତେ ରଞ୍ଜିତ ଶରୀର
ଛୁଟେ ତହୁଁ ପ୍ରେମର ଧାର
ମୋର ପାପ ଧୋଇବା ପାଇଁ
ବହିଥିଲା ସେ ଧାର ଧାର । ୧ ।
ପ୍ରଭୁ ଯୀଶୁ କ୍ରୁଶ ବିନାରେ
ନୋହୁ ମୋର ଦର୍ପ କାହିଁରେ
ଯେତେ ପ୍ରିୟ ଅସାର ପେଡ଼ି
ଥୁଏ ପଦେ ମୁଁ ବାର ବାର । ୨ ।
ସହିଲ ହେ କେତେ କଷଣ
ନାହିଁ କାହିଁ ପ୍ରେମ ଏସନ କରେ ଦାବୀ ତୁମରି ପ୍ରେମ
ଦେହ ଆତ୍ମା ମନ ମୋର
ସୂଚୀମାଳାକୁ ଫେରନ୍ତୁ
Hemanta Kumbhar
April 15, 2022 at 4:27 pm
ବହୁତ ଭଲ ଲାଗିଲା ଏହି ଗୀତ ଆପ୍ ବହିଟି ଦେଖି ମୁଁ ବହୁତ ବହୁତ ଖୁସି ଲାଗିଲା
Get Christian Lyrics
April 15, 2022 at 11:46 pm
thank you God bless you. keep connected
Shiba Mandangi
August 5, 2022 at 5:46 pm
God bless you all times your my family prayers health you pray four thankyou🙏🙏🙏ବହୁତ ବୋଲଲାଗୁଚି ଗୀତ ପୋଟାଇ ତିବାହେତୁ ପ୍ରବୁଯୀଶୁ ଆପଣଙ୍କ ପରିବାରକୁ ଆଶ୍ରିବାଦ ⅜
Shiba Mandangi
August 5, 2022 at 4:48 pm
God bless you all times your my family prayers health you pray four thankyou🙏🙏🙏ବହୁତ ବୋଲଲାଗୁଚି ଗୀତ ପୋଟାଇ ତିବାହେତୁ ପ୍ରବୁଯୀଶୁ ଆପଣଙ୍କ ପରିବାରକୁ ଆଶ୍ରିବାଦ
Damodar Laguri
August 21, 2022 at 10:40 am
Very very heart touching song
Kirti Mangaraj
October 2, 2022 at 12:46 pm
Verry nice wapsaid
Get Christian Lyrics
October 2, 2022 at 2:33 pm
Thank you much
Samel Kumar
March 8, 2024 at 7:23 pm
Samel Kumar
SamsanDalaBehera
March 29, 2024 at 8:57 am
N Joytinagar