Fullscreen view active. Tap screen to show options.
18px

huo he probhujishu prashana

Singer: Traditional / Gospel

ହୁଅ ହେ ପ୍ରଭୁ ଯୀଶୁ ପ୍ରସନ୍ନ,
ହୁଅ ଏହି ସଭାରେ ବିଦ୍ୟମାନ । ଘୋଷା ।
ଆମ୍ଭେମାନେ ଅଯୋଗ୍ୟ ଦୀନହୀନ କରୁଅଛୁଁ ପ୍ରାର୍ଥନା ନିବେଦନ
ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଅଟେ ଅନୁଗ୍ରହ ନିଧି ପ୍ରମାଣ । ୧ ।
ନିଜ ପ୍ରତିଜ୍ଞା କର ହେ ସ୍ମରଣ ହେ ପ୍ରଭୁ ଯୀଶୁ ଅନନ୍ତ ଜୀବନ 
ଯେଉଁ ଠାବରେ ଦୁଇ ତିନି ଜଣ ତୁମ୍ଭ ନାମେ ହୋନ୍ତି ଏକତ୍ର ପୁଣ । ୨ ।
ତୁମ୍ଭେ ହୋଇ ସେଠାରେ ବର୍ତ୍ତମାନ ଦେବ ଆଶୀର୍ବାଦ ମଙ୍ଗଳଦାନ
ଏଣୁ କରି ପ୍ରଭୁ ହୁଅ ସଭାରେ, ନିଜ ମହିମା ପ୍ରକାଶ ଏଠାରେ । ୩ ।
ତବ ଶ୍ରୀବଦନ ସୌନ୍ଦର୍ଯ୍ୟ ତେଜ ପ୍ରକାଶ କରହେ ପ୍ରଭୁ ବହନ
ତୁମ୍ଭ ନାମେ ପ୍ରାର୍ଥନା ସିଦ୍ଧ କର, ସଦା ସର୍ବଦା ହୁଅ ହେ ସଙ୍ଗର । ୪ ।
ସୂଚୀମାଳାକୁ ଫେରନ୍ତୁ

0 comments on “huo he probhujishu prashana”

  1. Laba Hantal

    September 14, 2022 at 2:01 pm

    Reply

    Very nice apps

Leave a Reply

Your email address will not be published. Required fields are marked *