Fullscreen view active. Tap screen to show options.
BACK
18px
ହାଲିଲୁୟା ହୋଶାନ୍ନା ହାଲିଲୁୟା ହୋଶାନ୍ନା
Singer: Traditional / Gospel
ହାଲିଲୁୟା ହୋଶାନ୍ନା ହାଲିଲୁୟା ହୋଶାନ୍ନା
ଏହି ଗୀତ ଗାଇ ଆମେ କରିବୁ ବନ୍ଦନା । (ଘୋଷା)
ସେ ଯେ’ ଆମ ତ୍ରାଣକାରୀ ଜୀବନ କରତା
ସେ ଯେ’ ଆମ ଦୁଃଖହାରୀ ବିଶ୍ୱ ନିୟନ୍ତା ।
ଜୀବନେ ଯାହା ପାଇଛୁ ସବୁ ତାଙ୍କରି କରୁଣା
ଏହି ଗୀତ ଗାଇ ଆମେ କରିବୁ ବନ୍ଦନା
ଆସ ଯେତେ ଭକ୍ତଗଣ ଦିଅ ଧନ୍ୟବାଦ | ୧|
ପ୍ରଭୁ ନାମେ ଭକ୍ତି ଚିରେ ଘେନ ଆଶୀର୍ବାଦ
ପରମ ପିତା ଘେନିଲେ ଆମ ଜୀବନ ଯାତନା
ଏହି ଗୀତ ଗାଇ ଆମେ କରିବୁ ବନ୍ଦନା ( ୨ ଥର) | ୨|
Duryodhan Purty
February 10, 2025 at 7:35 pm
Duryodhan Purty