Fullscreen view active. Tap screen to show options.
18px

Asara duniya tire bhasuthila ଅସାର ଦୁନିଆ ତିରେ ଭାସୁଥୂଲା

Singer: Traditional / Gospel

ଅସାର ଦୁନିଆ ତିରେ ଭାସୁଥୂଲା ମୋ ଜୀବନ
ଅନୁପମ ପ୍ରିୟତମ ଜୀବିତ ସଦା ଜୀବନେ
ଦେଖିଲି ପ୍ରେମିକ ସେ ଅପରିଚିତ
ହାତ ପାଦେ ତାଙ୍କ କଣ୍ଟାର ଆଘାତ (୨ଥର)
କହିଲେ ସେ ତୋର ପାଇଁ
ସହୁଛି ହେ ମୁଁ କଷଣ (୨ଥର)
ସହୁଛି ମୁଁ ଏ କଷଣ
କାତର ଅନ୍ତରେ ପଡ଼ିଲି ଚରଣେ
ଦେଖୁଲି କରୁଣା ତାଙ୍କରି ବଦନେ (୨ଥର)
ପ୍ରେମ ଭରେ ତୋଳି ନେଇ
ଦେଲେ ଅନନ୍ତ ଜୀବନ (୨ଥର)
ଦେଲେ ଅନନ୍ତ ଜୀବନ

0 comments on “Asara duniya tire bhasuthila ଅସାର ଦୁନିଆ ତିରେ ଭାସୁଥୂଲା”

  1. Balabhadra majhi

    October 4, 2022 at 9:19 am

    Reply

    But bhala

Leave a Reply

Your email address will not be published. Required fields are marked *