Fullscreen view active. Tap screen to show options.
18px

tume ma asraya moro drudha durga

Singer: Traditional / Gospel

ତୁମେ ମୋ ଆଶ୍ରୟ ମୋର ଦୃଢ଼ ଦୁର୍ଗ
ଦୁର୍ଦ୍ଦଶା କାଳରେ ମୋ ସହାୟ …|୧|
ପ୍ରଣମୁଛି ମୁଁ ତୁମ ପୟରେ ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ
ତୁମ ସେବା କରିବି ମୋର ସବୁ କିଛିରେ
ମୁଁ ଏଠାରେ… ପ୍ରଭୁ… ମୁଁ ଏଠାରେ ପ୍ରଭୁ… (୩ଥର) …(ଘୋଷା)
ମୋ ତ୍ରାଣ କରତା, ମୋ ଆରୋଗ୍ୟ ଦାତା
ମୋ ଶକ୍ତିଦାୟକ ମୋର ପ୍ରଭୁ …|୨|

Leave a Reply

Your email address will not be published. Required fields are marked *