Fullscreen view active. Tap screen to show options.
18px

asa jiba jisunkara paso

Singer: Traditional / Gospel

ଆସ ଯିବା ଯୀଶୁଙ୍କର ପାଶ
ଆମେ ଅଟୁ ଯୀଶୁଙ୍କର ମେଷ
ମୁଖେ ଭରି ଦେବେ ସେ ହରଷ… (ଘୋଷା)
ଆନନ୍ଦ ହରଷ ପ୍ରିୟ ଯୀଶୁ ପାଶ
ନ ଥୁବ ଆଉ ସେ କ୍ଳେଶ
ସେହି ଯୁବାମେଷ ତୋତେ ଦେବେ ହସ
ଆସ ଯିବା ଯୀଶୁ ପାଶ… |୧|
ହାଲେଲୁୟା ସ୍ତୁତି ପ୍ରଶଂସାର ଗୀତି
ଦୂତ ସାଧୁଙ୍କ ପାଶେ
ଗାଉଥୁବା ନୀତି ଆନନ୍ଦରେ ମାତି
ସ୍ଵର୍ଗ ସିୟନ ଦେଶେ… |୨|

Leave a Reply

Your email address will not be published. Required fields are marked *