Fullscreen view active. Tap screen to show options.
BACK
18px
ମହାପ୍ରଭୁ ହେ ତୁମରି ପୂଜା ମନ୍ଦିର ବେଦୀ ତଳେ mohaa probhu hai tumori pujaa mondiro bedi tole
Singer: Traditional / Gospel
ମହାପ୍ରଭୁ ହେ ତୁମରି ପୂଜା ମନ୍ଦିର ବେଦୀ ତଳେ ...
ଭକତି ସମ କୁସୁମ ରାଶି, ଅରପି ଚରଣ ତଳେ
ତୁମରି ପ୍ରଭୁ ହେ |୧||
ଚାହିଁନା ହୋମ ବଳୀ ଧନ ଓ ସାର
ଅନୁତପିତ ହୃଦ ଲୋଡ଼ା ତୁମ
ନୟନ ଜଳ ମୋ ପୂଜା ଫୁଲ
ନିରବେ ନିଅହେ ତୋଳି
ତୁମରି ପ୍ରଭୁ ହେ |୧||
ହେ ଯୀଶୁ ସାରଥ୍ ମମ ଜୀବନ ପଥେ
ଶତ ଦୂରୁ ଦିନେ ବିପଦେ ...
ଡାକୁଛି ମୁହଁ ଅତି ବିକଳେ
ଉଦ୍ଧରି ନିଅ ହେ କୋଳେ କରୁଣାକର ହେ
ସୂଚୀମାଳାକୁ ଫେରନ୍ତୁ