Fullscreen view active. Tap screen to show options.
18px

Ananta jibana jhare jibanta ଅନନ୍ତ ଜୀବନ ଝରେ ଜୀବନ୍ତ

Singer: Traditional / Gospel

ଅନନ୍ତ… ଜୀବନ ଝରେ ଜୀବନ୍ତ ପଥରଠାରେ
ଯୀଶୁ ହିଁ ତାଙ୍କରି ନାମ ଜୀବନ୍ତ ପଥର ଆମ
ତାଙ୍କରି ଚରଣେ ନିଅ ଚରଣ ଥରେ…
ଝଞ୍ଜା ବିପଦ ଆସିଲେ କେବେ ବି ସେ ଆଶା ଟଳିବ ନାହିଁ
ଶକତିରେ ଭରା ସେହି ପଥରକୁ ମରଣ ବି ଜିତି ନାହିଁ
ବୁଝିନି ମଣିଷ ହେଲେ ସେ ତା ଲାଗି ପ୍ରାଣ ଦେଲେ ସେ ମୋହରେ
କୋଣର ପଥର ଯୀଶୁ ରାଜା ହେବେ ତାଙ୍କଠାରେ ଆମେ ରହି
ଏକ ହୋଇ ଚାଲ ଗଢିବା ମନ୍ଦିର ନିଜ ମନ ପ୍ରାଣ ଦେଇ
ମନ୍ଦୀରେ ସେହି ପୂଜିବା ଯୀଶୁଙ୍କୁ ସଦା ରହି ତାଙ୍କ ଠାରେ

0 comments on “Ananta jibana jhare jibanta ଅନନ୍ତ ଜୀବନ ଝରେ ଜୀବନ୍ତ”

  1. Christian bishal

    December 8, 2024 at 3:36 am

    Reply

    Nice song

Leave a Reply

Your email address will not be published. Required fields are marked *